ଯୋଗାଯୋଗ ଦକ୍ଷତାରେ ଓଡ଼ିଶା ଜ୍ଵଳନ୍ତ ନମୁନା

 ଫୋନ୍
0674-2394415
ଇମେଲ୍
[email protected]
ଫ୍ୟାକ୍ସ
0674-2390415
ଠିକଣା
ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ
ପ୍ରଥମ ମହଲା, ରାଜୀବ ଭବନ, ୟୁନିଟ-୫, ଭୁବନେଶ୍ବର-୭୫୧୦୦୧, ଓଡ଼ିଶା
contact
ଜିଲ୍ଲା ନିଯୁକ୍ତି ଅଧିକାରୀଙ୍କ ସବିଶେଷ ଯୋଗାଯୋଗ ତଥ୍ୟ
https://www.embed-map.com

ଆପଣଙ୍କ କାହାଣୀ କୁହନ୍ତୁ

ଦକ୍ଷତା ବିକାଶ ସଶକ୍ତ କରାଏ। ଜୀବନର ଧାରାକୁ ବଦଳାଇ ଦେଇଥାଏ, ଆଗକୁ ବଢିବା ପାଇଁ ପ୍ରେରଣା ପ୍ରଦାନ କରେ। ଆମେ ଏହିଭଳି କଥା ଅନେକ ସମୟରେ ବିଭିନ୍ନ ସ୍ଥାନରୁ ଶୁଣିଥାଉ କିନ୍ତୁ ଆମେ ଆପଣଙ୍କ ଠାରୁ ଶୁଣିବାକୁ ଚାହୁଁ। ସ୍କିଲ୍ଡ ଇନ୍ ଓଡିଶାର ଆପଣ ହେଉଛନ୍ତି ଜ୍ବଳନ୍ତ ଉଦାହରଣ। ଦକ୍ଷତା ବୃଦ୍ଧି କ୍ଷେତ୍ରରେ ଆପଣଙ୍କ ଅନୁଭବ ବିଷୟରେ ଆମକୁ କୁହନ୍ତୁ। ଆପଣଙ୍କ ପସନ୍ଦ, ସୁଯୋଗ, ଲକ୍ଷ୍ୟ ଏବଂ ସଫଳତାର କାହାଣୀ ଅନ୍ୟମାନଙ୍କ ମନରେ ଦକ୍ଷତା ବିକାଶ ନେଇ ଉତ୍ସାହ ଓ ଉଦ୍ଦିପନା ଭରି ଦେଇପାରେ। ଆଗେଇ ଆସନ୍ତୁ ଓ ଅନ୍ୟମାନଙ୍କ ମନରେ ପ୍ରେରଣା ଭରି ଦିଅନ୍ତୁ। ଦକ୍ଷତା ବିକାଶ ମାଧ୍ୟମରେ ସଶକ୍ତ ଓଡିଶା ଗଠନ କରିବାରେ ଆପଣ ହୁଅନ୍ତୁ ସାରଥୀ।

ଆପଣଙ୍କ କାହାଣୀ କୁହନ୍ତୁ

ଆପଣଙ୍କ ପ୍ରଶ୍ନ ପଠାନ୍ତୁ

ଆପଣ ଜାଣିବାକୁ ଚାହୁଁଥିବା ପ୍ରଶ୍ନର ଯଦି କୌଣସି ଉତ୍ତର ନପାନ୍ତି, ତେବେ ଆମ ପାଖକୁ ସିଧାସଳଖ ଲେଖନ୍ତୁ।

captcha image
loading
ଆପଣଙ୍କ ପ୍ରଶ୍ନ ପଠାନ୍ତୁ
rotate

ବର୍ତ୍ତମାନ ଏହି ୱେବସାଇଟକୁ ଲାଣ୍ଡସ୍କେପ୍ ମୋଡରେ ଦେଖି ହେବନାହିଁ। ସଠିକ ଭାବେ ଦେଖିବାକୁ ପୋଟ୍ରେଟ୍ ମୋଡରେ ରଖନ୍ତୁ।